ଦୁଇ କରୋନା ସନ୍ଦିଗ୍ଧଙ୍କ ସାଂଘାତିକ କାର୍ଯ୍ୟ: ବିପଦରେ କଟକ ଶିଶୁଭବନ!

ତଥ୍ୟ ଲୁଚାଇ ୨ ଅସୁସ୍ଥ ଶିଶୁଙ୍କୁ ଭର୍ତ୍ତି କରିଥିଲେ, ତୁରନ୍ତ ବିଶୋଧନ କରାଗଲା ୨ ୱାର୍ଡ କଟକ: ଦୁଇ କରୋନା ସନ୍ଦିଗ୍ଧଙ୍କ ମାରାତ୍ମକ କାର୍ଯ୍ୟ କଟକ ଶିଶୁଭବନ ସମେତ ଏବେ ଅନେକଙ୍କୁ ବିପଦ ମୁହଁକୁ ଟାଣି ଆଣିଛି। ଦୁବାଇ ଫେରନ୍ତା ଏକ ପରିବାର ନିଜ ସମ୍ପର୍କରେ ତଥ୍ୟ ଲୁଚାଇ ଦୁଇ ଅସୁସ୍ଥ ଶିଶୁଙ୍କୁ ଚିକିତ୍ସା ପାଇଁ ଆଣି କଟକ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି। କିନ୍ତୁ ସେମାନଙ୍କ ସମ୍ପର୍କରେ ତଥ୍ୟ … Continue reading ଦୁଇ କରୋନା ସନ୍ଦିଗ୍ଧଙ୍କ ସାଂଘାତିକ କାର୍ଯ୍ୟ: ବିପଦରେ କଟକ ଶିଶୁଭବନ!